July 25, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ତାଜା ଖବର

ଭୁବନେଶ୍ବର: ବିଜେଡିର ଆଉ ୬ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେଲା । କେନ୍ଦୁଝର ସାଙ୍ଗଠନିକ ଜିଲ୍ଲା ସଭାପତି ହେଲେ ଆଶିଷ ଚକ୍ରବର୍ତ୍ତୀ । ଭୁବନେଶ୍ବର...

ଦଇତାପତି ସେବକ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କୈଫିୟତ୍ ତଲବ । ନୋଟିସ ପାଇବାର ୭ ଦିନ ମଧ୍ୟରେ କୈଫିୟତ୍ ଦାଖଲ କରିବାକୁ ସମୟ ଦିଆଯାଇଛି । ନିଜର...

ବିଜୟ ପଥ: ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ । ମମତା ବାନାର୍ଜୀଙ୍କୁ ଶୁଭେନ୍ଦୁ ଅଧିକାରୀଙ୍କ ଟାର୍ଗେଟ । ଓଡ଼ିଶା ସରକାରଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କଲେ...

ପୁରୀ: ନବକଳେବର ଦାରୁରେ ଦୀଘା ଠାକୁର ନିର୍ମାଣ ବିବାଦ ପ୍ରସଙ୍ଗ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ବଳକା ଦାରୁ ବାବଦରେ...

ଭୁବନେଶ୍ବର: ଆସନ୍ତାକାଲି ଅକ୍ଷୟ ତୃତୀୟା, ଅନୁକୂଳ ହେବ ଅକ୍ଷି ମୁଠି । ଏହି ଉପଲକ୍ଷେ ୫୦ ଲକ୍ଷ ଚାଷୀଙ୍କୁ ମିଳିବ ସିଏମ କିଷାନ ଟଙ୍କା । ନାମମାତ୍ର,...

ଭୁବନେଶ୍ଵର: ଆଜି ଠାରୁ ମେ ୨ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା। ଆଜିଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ପାଇଁ ୫ଜିଲ୍ଲା...

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ବିଶ୍ଵବିଦ୍ୟାଳୟର ଶହେ ଛାତ୍ରଛାତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଭିସୁଟ କର୍ତ୍ତୃପକ୍ଷ । ବିଶୃଙ୍ଖଳିତ ଆଚରଣ ପାଇଁ...

ଭୁବନେଶ୍ୱର: ସରକାରୀ ଚାକିରି ପାଇଁ କରାଯାଉଥିବା ପରୀକ୍ଷାରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ତ୍ରୁଟି । ଗୋଟିଏ ବିବାଦ ନସରୁଣୁ ଆରମ୍ଭ ହେଉଛି ନୂଆ ବିବାଦ । କେତେବେଳେ osssc...

Copyright © Bijay Patha - 2025 All rights reserved. | Newsphere by AF themes.