June 7, 2025

BIJAY PATHA

ଖବର… ନିରପେକ୍ଷ ଓ ସତ୍ୟ

ପହଲଗାମ୍ ଆତଙ୍କୀ ହମଲା, ବାଲେଶ୍ବରରେ NIA ଟିମ୍

ବାଲେଶ୍ବର: ବାଲେଶ୍ବର ଇସାଣୀ ଗାଁରେ ଏନଆଇଏ ଟିମ୍। ପହଲଗାମ୍ ଆତଙ୍କୀ ହମଲାର କରୁଛନ୍ତି ତଦନ୍ତ। ମୃତ ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କୁ କରୁଛନ୍ତି ପଚରାଉଚରା । କେମିତି ହୋଇଥିଲା ଆକ୍ରମଣ ସେନେଇ ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅକୁ ପଚରାଉଚରା କରୁଛି ଏନଆଇଏ ଟିମ୍। ପ୍ରଶାନ୍ତଙ୍କ ପରିବାରଙ୍କୁ ପଚରାଉଚରା କରୁଛି NIAର 3 ଜଣିଆ ଟିମ। ରୁଦ୍ଧଦ୍ୱାର ପଚରାଉଚରାରେ ପ୍ରଶାନ୍ତଙ୍କ ସ୍ତ୍ରୀ ଓ ତାଙ୍କ ୯ ବର୍ଷର ପୁଅଙ୍କ ନିକଟରୁ ତଥ୍ୟ ନେଉଛି ଟିମ । କେତେଜଣ ଆସିଥିଲେ, କିପରି ଦେଖା ଯାଉଥିଲେ, କଣ ସବୁ କହିଥିଲେ ଏହି ବାବଦରେ ତଥ୍ୟ ନେଉଛି NIA।

Leave a Reply

Your email address will not be published. Required fields are marked *

Copyright © Bijay Patha - 2025 All rights reserved. | Newsphere by AF themes.